ଇରାନ ଭିତରେ ପଶି ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିଯାଇଛି ଯୁଦ୍ଧ ଆଶଙ୍କା । ହମାସ ମୁଖ୍ୟ ଇସମାଇଲ ହାନିୟାର ମୃତ୍ୟୁ ପରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଇ। ଫଳରେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଡ ଧରଣର ଯୁଦ୍ଧ ନେଇ ଆଶଙ୍କା ବଢ଼ିଯାଇଛି। ଦେଖନ୍ତ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
କୁଏତରେ ‘ହାଲା ମୋଦି’: ପିଏମ୍ କହିଲେ ‘ମିନି ହିନ୍ଦୁସ୍ତାନ’ ଭଳି ଲାଗୁଛି
୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି। କୋଭିଡ ମହାମାରୀ ସମୟରେ କୁଏତ ଯୋଗାଇଥିବା ଅକ୍ସିଜେନ ପାଇଁ ଦେଲେ ଧନ୍ୟବାଦ।
International
ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍ ଡ୍ରୋନ୍
କାଜାନର ତିନୋଟି ବଡ଼ ବିଲ୍ଡିଂକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍। ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
International
ଖ୍ରୀଷ୍ଟମାସ ସପିଂ ବେଳେ ମାଡ଼ିଗଲା କାର୍; ୨ ମୃତ, ୬୫ ଆହତ
ଖ୍ରୀଷ୍ଟମାସ ସପିଂ ପାଇଁ ମାର୍କେଟରେ ଲୋକ ଗହଳି ଥିବା ବେଳେ ଆଖି ପିଛୁଳାକେ ମାଡ଼ି ଆସିଲା କାର୍ । ଦେଖୁ ଦେଖୁ କାର୍ଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ଉପରେ ମାଡ଼ିଗଲା।
International
ଫେବୃଆରୀ ୨୦୨୫ରେ ବି ମହାକାଶରୁ ଫେରିବେନି ସୁନୀତା ୱିଲିୟମ୍ସ
ସୁନୀତା ଓ ୱିଲମୋର ୮ ଦିନିଆ ମିଶନରେ ଜୁନ ୫ରେ ବାହାରିଥିଲେ। ଉଭୟ ଜୁନ ୧୩ରେ ଫେରିବାର ଥିଲା।
International
ସୀମାରେ ସ୍ଥିତି ହେବ ସ୍ୱାଭାବିକ! ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଅଜିତ ଡୋଭାଲ୍
ବୈଠକରେ ଦୁଇ ଦେଶ ମଧ୍ୟରେ କିଭଳି ପୁନଃ ସମ୍ପର୍କ ଗଢ଼ି ଉଠିବ ଏବଂ ବିବାଦ କିଭଳି ସମାଧାନ ହେବ ସେ ନେଇ ଆଲୋଚନା ହୋଇଛି।