ଇସ୍ରାଏଲକୁ ଚାରିଆଡୁ ଘେରିଯିବେ ! | Odisha Reporter
ଇରାନ ଭିତରେ ପଶି ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିଯାଇଛି ଯୁଦ୍ଧ ଆଶଙ୍କା । ହମାସ ମୁଖ୍ୟ ଇସମାଇଲ ହାନିୟାର ମୃତ୍ୟୁ ପରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଇ। ଫଳରେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଡ ଧରଣର ଯୁଦ୍ଧ ନେଇ ଆଶଙ୍କା ବଢ଼ିଯାଇଛି। ଦେଖନ୍ତ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
