Advertisment

ହମାସ କିଏ ?

ଇସ୍ରାଏଲରୁ ନିଜ ଅଞ୍ଚଳ ଫେରାଇ ଆଣିବାକୁ ଲଢୁଥିବା ଏକ ଚରମପନ୍ଥୀ ସଂଗଠନ ହେଉଛି ହମାସ ।

Advertisment

ଇସ୍ରାଏଲରୁ ନିଜ ଅଞ୍ଚଳ ଫେରାଇ ଆଣିବାକୁ ଲଢୁଥିବା ଏକ ଚରମପନ୍ଥୀ ସଂଗଠନ ହେଉଛି ହମାସ । ଯାହାକୁ ଇସ୍ରାଏଲ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । 1987 ମସିହାରେ ଅହମ୍ମଦ ୟାସିନ ଏବଂ ଅବଦୁଲ ଅଜିଜ ଅଲ-ରାଣ୍ଟିସିଙ୍କ ଦ୍ୱାରା ଇଜିପ୍ଟର ମୁସଲିମ୍ ଭାଇଚାରା ଭାବରେ ପ୍ରତିଷ୍ଠିତ ହୋଇଥିଲା।

Advertisment
Israel-Palestine War Gaza Israel-Hamas War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe