ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଏହି ଯୁଦ୍ଧରେ ଏବେ ସୁଦ୍ଧା 3500ରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି। ତେବେ ଯୁଦ୍ଧର କେନ୍ଦ୍ର ବିନ୍ଦୁ ପାଲଟିଛି ଗାଜାପଟ୍ଟି। ଯେଉଁଠି ମୃତ୍ୟୁର ତାଣ୍ଡବ ରଚିଛି ଇସ୍ରାଏଲ । ତେବେ ଜାଣିବା ଗାଜା ପଟ୍ଟି କଣ ପାଇଁ ସବୁବେଳେ ଟାର୍ଗେଟରେ ରହୁଛି ? କାହିଁକି ଏ ଅଞ୍ଚଳକୁ ନେଇ ବାରମ୍ବାର ହେଉଛି ଯୁଦ୍ଧ ? କାହିଁକି ହମାସ-ଇସ୍ରାଏଲ ଯୁଦ୍ଧରେ ବଳିପଡୁଛି ଗାଜା ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ବିନା ହିଜାବରେ ଗାଉଥିଲେ ସିଙ୍ଗର୍, ବାନ୍ଧିଲା ପୁଲିସ
ୟୁଟ୍ୟୁବର୍ ତଥା ସିଙ୍ଗର୍ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍ଲାଇନ୍ କନ୍ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
International
ପାହାଡ଼ରୁ ଖସି ପଡ଼ିଲେ Mango ଫ୍ୟାଶନ ଚେନ୍ ଫାଉଣ୍ଡର୍, ଚାଲିଗଲା ଜୀବନ
ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡି ୭୧ ବର୍ଷିୟ ଇସାକ୍ ଏଣ୍ଡିକ୍ଙ୍କ ମୃତ୍ୟୁ ହୋଇଛି।
International
ବାର୍ଷିକ ଉତ୍ସବ ପାଳନ ବେଳେ ବୋମା ବିସ୍ଫୋରଣ, ୩ ମୃତ
ଏହି ବିସ୍ଫୋରଣରେ ୩୯ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Viral
ଉପୁଡ଼ିଗଲା ବିରାଟକାୟ ଗଛ, ୨ ପର୍ଯ୍ୟଟକ ମୃତ; ଭିଡିଓ ଭାଇରାଲ
ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।
International
ମାର୍ଶଲ ଲ'କୁ ନେଇ ହଙ୍ଗାମା, ରାଷ୍ଟ୍ରପତିଙ୍କ ଅଫିସ୍ରେ ପଶିଲା ପୁଲିସ୍
ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଯାଞ୍ଚ ପାଇଁ ତାଙ୍କ ଅଫିସ୍ରେ ଚଢ଼ାଉ କରିଛି ପୁଲିସ।