କାହିଁକି ମୃତ୍ୟୁର ବିଭୀଷିକା ଦେଖୁଛି ଗାଜା ? | Odisha Reporter
Advertisment
ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଏହି ଯୁଦ୍ଧରେ ଏବେ ସୁଦ୍ଧା 3500ରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି। ତେବେ ଯୁଦ୍ଧର କେନ୍ଦ୍ର ବିନ୍ଦୁ ପାଲଟିଛି ଗାଜାପଟ୍ଟି। ଯେଉଁଠି ମୃତ୍ୟୁର ତାଣ୍ଡବ ରଚିଛି ଇସ୍ରାଏଲ । ତେବେ ଜାଣିବା ଗାଜା ପଟ୍ଟି କଣ ପାଇଁ ସବୁବେଳେ ଟାର୍ଗେଟରେ ରହୁଛି ? କାହିଁକି ଏ ଅଞ୍ଚଳକୁ ନେଇ ବାରମ୍ବାର ହେଉଛି ଯୁଦ୍ଧ ? କାହିଁକି ହମାସ-ଇସ୍ରାଏଲ ଯୁଦ୍ଧରେ ବଳିପଡୁଛି ଗାଜା ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us