Advertisment

ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ, ଫସି ରହିଛନ୍ତି ଶହ ଶହ ଭାରତୀୟ

ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ କାରଣରୁ ସେଠାରେ ଶହ ଶହ ଭାରତୀୟ ପର୍ଯ୍ୟଟକ ଫସି ରହିଛନ୍ତି।

Italy faces travel chaos as airport workers strike

Italy faces travel chaos as airport workers strike

Advertisment

ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ। ଗତକାଲି(ଜୁଲାଇ 15)ରୁ ଧର୍ମଘଟ ଲାଗି ରହିଥିବାରୁ ସେଠାରେ ହଜାର ହଜାର ବିଦେଶୀ ନାଗରିକ ଫସି ରହିଛନ୍ତି। ଏଥିରେ ଶହ ଶହ ଭାରତୀୟ ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ଏହି ଧର୍ମଘଟ ଯୋଗୁଁ ଶତାଧିକ ବିମାନ ବାତିଲ କରାଯାଇଛି। କେବଳ ଇଟାଲୀରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ 1000 ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି।

Advertisment

ବର୍ତ୍ତମାନ ୟୁରୋପରେ ଗ୍ରୀଷ୍ମଋତୁ ଚାଲିଛି। ଏହି ସମୟରେ ସେଠାକୁ ବିଦେଶରୁ ଅନେକ ପର୍ଯ୍ୟଟକ ଯାଇଥାନ୍ତି। ଧର୍ମଘଟ ଯୋଗୁଁ ଏଠାରେ ପର୍ଯ୍ୟଟକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଧର୍ମଘଟ ସାଙ୍ଗକୁ ପାଗ ମଧ୍ୟ ଉତ୍ତପ୍ତ ରହିଛି। ସେଠାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ 45 ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ଆକଳନ କରାଯାଉଛି।

Airport Workers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe