ନୂଆ ବର୍ଷରେ 250 ମିଟର ଘୁଞ୍ଚିଗଲା ସମୂଦ୍ର। ହଠାତ ସ୍ଥଳଭାଗରୁ ଅପସରି ଯାଇ ଘୁଞ୍ଚିଯାଇଛି ସମୂଦ୍ରର ସୀମା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଘଟଣାଟି ସତ। ଏଭଳି ଅକଳ୍ପନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଭୂକମ୍ପ ପ୍ରବଣ ଦେଶ ଜାପାନରେ। ନୂଆ ବର୍ଷ ଦିନ ୭.୬ ରିକ୍ଟର ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଇସିକାବା ପ୍ରଦେଶ ନିକଟସ୍ଥ ଉପଦ୍ବୀପର ସୀମାରେଖାରେ ପରିବର୍ତ୍ତନ ଆଣିଛି। ଦେଖନ୍ତୁ ପୂରା ରିପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ମାଉଣ୍ଟେନ ରିସର୍ଟରୁ ମିଳିଲା ୧୨ ଭାରତୀୟଙ୍କ ମୃତଦେହ
ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତରୁ କୌଣସି ମୃତକଙ୍କ ଦେହରେ କ୍ଷତଚିହ୍ନ ନାହିଁ।
International
ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼ କଲା ଇସ୍ରାଏଲ, ସାମ୍ନାକୁ ଆସିଲା ଭିଡିଓ
ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାରୁ ଭୟଙ୍କର ବୋମା ମାଡ଼ କରାଯାଇଛି।
International
ବିନା ହିଜାବରେ ଗାଉଥିଲେ ସିଙ୍ଗର୍, ବାନ୍ଧିଲା ପୁଲିସ
ୟୁଟ୍ୟୁବର୍ ତଥା ସିଙ୍ଗର୍ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍ଲାଇନ୍ କନ୍ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
International
ପାହାଡ଼ରୁ ଖସି ପଡ଼ିଲେ Mango ଫ୍ୟାଶନ ଚେନ୍ ଫାଉଣ୍ଡର୍, ଚାଲିଗଲା ଜୀବନ
ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡି ୭୧ ବର୍ଷିୟ ଇସାକ୍ ଏଣ୍ଡିକ୍ଙ୍କ ମୃତ୍ୟୁ ହୋଇଛି।
International
ବାର୍ଷିକ ଉତ୍ସବ ପାଳନ ବେଳେ ବୋମା ବିସ୍ଫୋରଣ, ୩ ମୃତ
ଏହି ବିସ୍ଫୋରଣରେ ୩୯ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।