Advertisment

ଭୂମିକମ୍ପ ଯୋଗୁଁ ଘୁଞ୍ଚିଗଲା ସମୁଦ୍ର !

ହଠାତ ସ୍ଥଳଭାଗରୁ ଅପସରି ଯାଇ ଘୁଞ୍ଚିଯାଇଛି ସମୂଦ୍ରର ସୀମା ।

author-image
Manoj Swain
ଅଦ୍ୟତନ ହୋଇଛି

ନୂଆ ବର୍ଷରେ 250 ମିଟର ଘୁଞ୍ଚିଗଲା ସମୂଦ୍ର। ହଠାତ ସ୍ଥଳଭାଗରୁ ଅପସରି ଯାଇ ଘୁଞ୍ଚିଯାଇଛି ସମୂଦ୍ରର ସୀମା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଘଟଣାଟି ସତ। ଏଭଳି ଅକଳ୍ପନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଭୂକମ୍ପ ପ୍ରବଣ ଦେଶ ଜାପାନରେ। ନୂଆ ବର୍ଷ ଦିନ ୭.୬ ରିକ୍ଟର ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଇସିକାବା ପ୍ରଦେଶ ନିକଟସ୍ଥ ଉପଦ୍ବୀପର ସୀମାରେଖାରେ ପରିବର୍ତ୍ତନ ଆଣିଛି। ଦେଖନ୍ତୁ ପୂରା ରିପୋର୍ଟ

Advertisment
Japan Japan Earthquake