ଅଦ୍ୟତନ ହୋଇଛି
ଆଶ୍ଚର୍ଯ୍ୟ… ଘୁଞ୍ଚିଗଲା ସମୁଦ୍ର ! | Japan Quake Shifts Ocean Border 250 Meter | Odisha Reporter
Advertisment
ନୂଆ ବର୍ଷରେ 250 ମିଟର ଘୁଞ୍ଚିଗଲା ସମୂଦ୍ର। ହଠାତ ସ୍ଥଳଭାଗରୁ ଅପସରି ଯାଇ ଘୁଞ୍ଚିଯାଇଛି ସମୂଦ୍ରର ସୀମା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଘଟଣାଟି ସତ। ଏଭଳି ଅକଳ୍ପନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଭୂକମ୍ପ ପ୍ରବଣ ଦେଶ ଜାପାନରେ। ନୂଆ ବର୍ଷ ଦିନ ୭.୬ ରିକ୍ଟର ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଇସିକାବା ପ୍ରଦେଶ ନିକଟସ୍ଥ ଉପଦ୍ବୀପର ସୀମାରେଖାରେ ପରିବର୍ତ୍ତନ ଆଣିଛି। ଦେଖନ୍ତୁ ପୂରା ରିପୋର୍ଟ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us