92 ବର୍ଷରେ ହୋଇଗଲା ପ୍ରେମ | Odisha Reporter
ପ୍ରେମ ମନେ ନାହିଁ ବୟସ। ଏକଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ। ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଘୋଷଣା କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତି। ସେ ତାଙ୍କ ୬୬ ବର୍ଷୀୟା ପ୍ରେମିକା ଏନ୍ ଲେସ୍ଲୀ ସ୍ମିଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହେବ। ରୁପର୍ଟଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
