Advertisment

୯୨ ବର୍ଷରେ ପଞ୍ଚମ ବିବାହ କରିବେ ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ

ପ୍ରେମ ମନେ ନାହିଁ ବୟସ। ଏକଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ। ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଘୋଷଣା କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତି। ସେ ତାଙ୍କ ୬୬ ବର୍ଷୀୟା ପ୍ରେମିକା ଏନ୍ ଲେସ୍‌ଲୀ ସ୍ମିଥଙ୍କୁ ବିବହା କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହେବ। ରୁପର୍ଟଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି।

Advertisment

ପ୍ରେମ ମନେ ନାହିଁ ବୟସ। ଏକଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ମିଡିଆ ଟାଇକୁନ୍ ରୁପର୍ଟ ମୁଦ୍ରୋକ। ୯୨ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କରିବାକୁ ଘୋଷଣା କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତି। ସେ ତାଙ୍କ ୬୬ ବର୍ଷୀୟା ପ୍ରେମିକା ଏନ୍ ଲେସ୍‌ଲୀ ସ୍ମିଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହେବ। ରୁପର୍ଟଙ୍କ ଏହି ଘୋଷଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି।

Advertisment
Marriage Rupert Murdoch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe