Advertisment

ପୁଣି ଟାଇଟାନିକ ଦେଖିବାକୁ ଯାଇ ନିଖୋଜ!

ଟାଇଟାନିକକୁ ଦେଖିବାକୁ ଯାଇ ୪ ଦିନ ହେଲା ନିଖୋଜ। ଗଭୀର ସମୁଦ୍ରରେ ବୁଡ଼ିଯାଇଥିବା ଟାଇଟାନିକ ଜାହାଜର ଭଗ୍ନାବଶେଷକୁ ଦେଖିବାକୁ ଯାଇଥିଲେ, ହେଲେ ଏପର୍ଯ୍ୟନ୍ତ ମିଳୁନି କୌଣସି ପତ୍ତା। ବଞ୍ଚିବାକୁ ଆଉ କେଇ ଘଣ୍ଟାର ଅକ୍ସିଜେନ ବାକିଥିବାବେଳେ ଆଣ୍ଟାଲାଟିକାରେ ନିଖୋଜ ରହିଛି ସବମେରାଇନ୍।

Titanic Submarine Atlantic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe