ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବ ରୁଷ

ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରିପୋର୍ଟ ଏହା ପ୍ରକାଶ କରିଛି ।

Vladimir Putin PhotoThe NewYork Times

ଭ୍ଲାଦିମିର୍ ପୁଟିନ୍, ରୁଷ ରାଷ୍ଟ୍ରପତି

Tapas Behera
  • Published: Sunday, 26 March 2023
  • Updated: 26 March 2023, 05:09 PM IST

Sports

Latest News

ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବ ରୁଷ। ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରିପୋର୍ଟ ଏହା ପ୍ରକାଶ କରିଛି । ୧୯୯୦ ଦଶକ ପରେ ପ୍ରଥମ ଥର ପାଇଁ ରୁଷ ବିଦେଶରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ନିଷ୍ପତ୍ତି ସାରା ବିଶ୍ୱରେ ଉତ୍ତେଜନା ବଢାଇଦେଇଛି । ରୁଷ୍ ନିଜର ପଡ଼ୋଶୀ ଦେଶ ବେଲାରୁଷରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରିପୋର୍ଟ ପ୍ରକାଶ କରିଛି । ୧୯୯୦ ଦଶକ ପରେ ପ୍ରଥମ ଥର ପାଇଁ ରୁଷ ବିଦେଶରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବ । ପରମାଣୁ ଅସ୍ତ୍ର ଗଚ୍ଛିତ ରଖିବାକୁ ବେଲାରୁଷରେ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ କରିବ । ଆସନ୍ତା ଜୁଲାଇ ୧ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପୁଟିନ କହିଛନ୍ତି ।

ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଥିଲାବେଳେ ରୁଷର ଏହି ନିଷ୍ପତ୍ତି ବିଶ୍ବରେ ପରମାଣୁ ଯୁଦ୍ଧର ଆତଙ୍କ ବଢାଇଦେଇଛି । ବେଲାରୁସରେ କେତେ ପରମାଣୁ ଅସ୍ତ୍ର ମୁତୟନ କରାଯିବ ସେ ନେଇ ରୁଷିଆ କୌଣସି ଉତ୍ତର ଦେଇନାହିଁ । ସେହିପରି ଏହି ଅସ୍ତ୍ରଶସ୍ତ୍ରର ପ୍ରୟୋଗ କେବଳ ୟୁକ୍ରେନ୍ ହେବ ନା ଅନ୍ୟ ପାଶ୍ଚାତ୍ୟ ଦେଶ ମଧ୍ୟ ହୋଇପାରେ ତାହାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।

ବେଲାରୁଷରେ ରୁଷରପରମାଣୁ ଅସ୍ତ୍ର ମୁତୟନ ନେଇ ଦୁଇଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି । ଗତ ବର୍ଷ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆରମ୍ଭ ହେବାପରଠାରୁ ବେଲାରୁଷ ନିୟମିତଭାବେ ରୁଷକୁ ସମର୍ଥନ କରିଆସିଛି । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ବେଲାରୁଷ ପକ୍ଷରୁ ରୁଷକୁ ସାମରିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଯୁଦ୍ଧରେ ବେଲାରୁଷର ସୈନିକ ଭାଗ ନେଉନାହାନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story