ନୂଆ ରିପୋର୍ଟ: ଜଳବାୟୁ ପରିବର୍ତ୍ତନ ଆପଣଙ୍କୁ ଗରିବ କରିଦେବ

ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ମଧ୍ୟ ଛୋଟ ଧରଣର ଆର୍ଥିକ ସଙ୍କଟକୁ ଏହା ରୋକି ପାରିବ ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

Climate

ଦୁବାଇ ବନ୍ୟାର ଦୃଶ୍ୟ

Hemant Lenka
  • Published: Thursday, 18 April 2024
  • Updated: 18 April 2024, 10:08 PM IST

Sports

Latest News

ନୂଆ ଗବେଷଣାରୁ ଆସିଛି ଚିକିତ କରିବା ଭଳି ତଥ୍ୟ। ୨୦୫୦ ସୁଦ୍ଧା ବିଶ୍ୱର ଆୟ ପ୍ରାୟ ୧୯% ହ୍ରାସ ପାଇବ। ଜଳବାୟୁ ପରିବର୍ତ୍ତନ ଯୋଗୁ ପାଗରେ ହେଉଛି ସାଂଘାତିକ ବିଲକ୍ଷଣ ଯୋଗୁ ଏପରି ସ୍ଥିତି ଉପୁଜିବ। ଆର୍ଥିକ ବୋଝ କେବଳ ସରକାର ଓ କର୍ପୋରେସନ ଉପରେ ସୀମିତ ରହିବ ନାହିଁ। ସାଧାରଣ ଲୋକମାନେ ମଧ୍ୟ ଏହାର ପ୍ରଭାବ ଅନୁଭବ କରିବେ।

ନେଚରରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ ମଧ୍ୟ ଛୋଟ ଧରଣର ଆର୍ଥିକ ସଙ୍କଟକୁ ଏହା ରୋକି ପାରିବ ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

Potsdam Institute of Climate Impact Researchର ଦୁଇ ଜଣ ଗବେଷକ ମାକ୍ସିମିଲିଆନ କୋଜ ଓ ଲିଓନି ୱେଞ୍ଜ କହିଛନ୍ତି, “ଏହି ସମସ୍ୟା ବା ପ୍ରଭାବକୁ ଅଣଦେଖା କରାଯାଇ ପାରିବ ନାହିଁ। ସମସ୍ୟା ଗୁଡ଼ିକ ଅଦୃଶ୍ୟ ଭାବେ ବିଭିନ୍ନ ଭବିଷ୍ୟତ ଇମିସନରେ ୨୦୪୯ ଯାଏ ରହିବ। ତୁରନ୍ତ ଜଳବାୟୁ ପରିବର୍ତ୍ତନ ରୋକିବାକୁ ପଦକ୍ଷେପ ନେଳେ, ଏହା ଦୀର୍ଘ କାଳୀନ କ୍ଷତିକୁ କିଛିଟା ଅଂଶରେ କମ କରିପାରିବ।”

Also Read

ଷ୍ଟାନଫୋର୍ଡ ୟୁନିଭରସିଟିର ପ୍ରଫେସର ତଥା ପରିବେଶ ଅନୁସନ୍ଧାନକାରୀ ନୋହ ଡିଫେବଗ୍ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ଆର୍ଥିକ ପ୍ରଭାବ ବିଭିନ୍ନ ରୂପରେ ଦେଖାଯିବ। ଅତ୍ୟଧିକ ପାଣିପାଗ ଜନିତ ଅଘଟଣ ଯୋଗୁ ମୂଲ୍ୟବାନ ସମ୍ପତ୍ତି କ୍ଷତିଗ୍ରସ୍ତ ହେବ। ଯେତେବେଳେ ଅଧିକ ତାପମାତ୍ରା ଅନୁଭୂତ ହେବ ସେତେବେଳେ କୃଷି, ଶ୍ରମ ଉତ୍ପାଦନ ଓ କେତେକ ସ୍ଥିତିରେ ବୌଦ୍ଧିକ ଦକ୍ଷତା ଉପରେ ପ୍ରଭାବ ପକାଇପାରେ।

ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସାମାଧାନ କରିବାକୁ ଅନେକ ସମୟରେ ବଡ଼ବଡ଼ ଆଲୋଚନା କରାଯାଇଛି। ତେବେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ମୁଖ୍ୟ ଉପାୟ ହେଲା ତେଲ ଓ ଗ୍ୟାସର ବ୍ୟବହାର ହ୍ରାସ କରିବା ଏବଂ ବାୟୁମଣ୍ଡଳରେ ପ୍ରବେଶ କରୁଥିବା ଅଙ୍ଗାରକାମ୍ଳ ନିର୍ଗମନପାଇଁ ଟେକ୍ନୋଲୋଜିର ବିକାଶକ କରିବା।

ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ସବୁଜ ବୈଷୟିକ କ୍ଷେତ୍ରରେ ଉପରେ ପୁଞ୍ଜିନିବେଶ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସ୍ୱଳ୍ପ କାଳୀନ ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହା ପର୍ଯ୍ୟାପ୍ତ ହୋଇ ନପାରେ। ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ତୁରନ୍ତ ଅର୍ଥନୀତିକ ପରିଣାମ ସଙ୍କଟ ଦୂର କରିବା ପାଇଁ ହୋଇଥିବା ଉଦ୍ୟମ ସବୁ ସୀମା ଟପି ଯାଇଛି।

ସେମାନେ ଆକଳନ କରିଛନ୍ତି ଯେ ପ୍ୟାରିସ୍ ଜଳବାୟୁ ଚୁକ୍ତି ପାଳନ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ହେଲେ ୨୦୫୦ ସୁଦ୍ଧା ୬ ଲକ୍ଷ କୋଟି ଡଲାର ଖର୍ଚ୍ଚ ହେବ। ତେବେ ୨୦୫୦ ସୁଦ୍ଧା ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ କ୍ଷତି ୩୮ ଲକ୍ଷ କୋଟି ଡଲାରରେ ପହଞ୍ଚି ସାରିଥିବ।

କାଲିଫର୍ଣ୍ଣିଆ ସାନ ଡିଏଗୋ ୟୁନିଭର୍ସିଟିର ସ୍କ୍ରିପ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫିର ଗବେଷକ ବର୍ନାର୍ଡୋ ବାଷ୍ଟିଆନ ଗଣମାଧ୍ୟମକୁ କହିଛନ୍ତି ଯେ ଅନୁକୂଳ ଶୈଳୀ ଦୀର୍ଘ କାଳୀନ ଭିତ୍ତିରେ ଏହା ଟଙ୍କା ସଞ୍ଚୟରେ ସହାୟକ ହୋଇପାରେ। କାଲିଫର୍ଣ୍ଣିଆର ୟୁଟିଲିଟି କମ୍ପାନୀଗୁଡ଼ିକ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବୈଦ୍ୟୁତିକ ଗ୍ରୀଡ୍ ବନ୍ଦ କରିଦେଇଛନ୍ତି।

ଯେତେବେଳେ ଆପଣ ବୈଦ୍ୟୁତିକ ଗ୍ରୀଡ୍ ବନ୍ଦ କରୁଛନ୍ତି ସେତେବେଳେ ଆପଣ ଶିଳ୍ପ ବନ୍ଦ କରୁଛନ୍ତି। ବିଦ୍ୟୁତ୍ ବ୍ୟବହାର କରୁଥିବା ଲୋକଙ୍କକୁ ମଧ୍ୟ ଆପଣ ଅନ୍ଧାର ମଧ୍ୟକୁ ଠେଲି ଦେଉଛନ୍ତି। ଏହା ଅତ୍ୟନ୍ତ ବ୍ୟୟବହୁଳ। କିନ୍ତୁ ବହୁତ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି।

ଯଦିଓ ୨୦୪୯ ପୂର୍ବରୁ କିଛି ଅର୍ଥନୀତିକ କ୍ଷତି ଅନିବାର୍ଯ୍ୟ ତେବେ ଏବେଠାରୁ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଉଦ୍ୟମ ପରବର୍ତ୍ତୀ ଦଶନ୍ଧିରେ ଫାଇଦ ଦେବ। ଆକଳନ ଅନୁଯାୟୀ, ଉତ୍ତର ଆମେରିକା ଏବଂ ୟୁରୋପରେ ଆସନ୍ତା ୨୬ ବର୍ଷରେ ୧୧% ଓ ଦକ୍ଷିଣ ଏସିଆ ଏବଂ ଆଫ୍ରିକା ଆୟ ୨୨% ହ୍ରାସ ପାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story