ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍‌, ୧୦୦ରୁ ଅଧିକ ମୃତ

୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

Gaza School

ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଥିବା ସ୍କୁଲ

Madhupriya Mistry
  • Published: Saturday, 10 August 2024
  • Updated: 10 August 2024, 11:27 AM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ସ୍କୁଲ ଉପରେ ଆଖିବୁଜା ରକେଟ୍‌ ମାଡ଼। ଗାଜାର ଦାରାଜ ଜିଲ୍ଲାରେ ଥିବା ଏକ ସ୍କୁଲଗୁ ଟାର୍ଗେଟ୍‌ କରି ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ। ଏଥିରେ ୧୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଶନିବାର ସକାଳେ ଗାଜାର ଅଲ-ସହାବା ଅଞ୍ଚଳରେ ଥିବା ଅଲ-ତବଇନ୍‌ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଗାଜାର ନାଗରିକ ସୁରକ୍ଷା ଏଜେନ୍ସି ଦାବି କରିଛି। ଏଜେନ୍ସି ମୁଖପାତ୍ର ମହମୁଦ ବସଲ କହିଛନ୍ତି, 'ମୃତ୍ୟୁ ସଂଖ୍ୟା ୯୦ରୁ ୧୦୦ ମଧ୍ୟରେ ରହିଛି। ଅନେକ ଲୋକ ଆହତ ହୋଇଛନ୍ତି।'

Also Read

ପାଲେଷ୍ଟାଇନ ନ୍ୟୁଜ୍ ଏଜେନ୍ସି WAFA ଅନୁଯାୟୀ, ଏହି ସ୍କୁଲରେ ପାଲେଷ୍ଟାଇନର ବିସ୍ଥାପିତ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିଲେ। ଏହା ଉପରେ ଇସ୍ରାଏଲ ତିନୋଟି ରକେଟ୍‌ ମାଡ କରିଛି। ଏହି ସମୟରେ ସେମାନେ ନମାଜ ପଢ଼ୁଥିଲେ।'

କୁହାଯାଉଛି ଯେ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ଯୋଗୁ ପୂରା ସ୍କୁଲରେ ଭୟଙ୍କର ଭାବେ ନିଆଁ ଲାଗି ଯାଇଥିଲା। ସ୍କୁଲ ଭିତରେ ଫଶି ରହିଥିବା ପାଲେଷ୍ଟାଇନବାସୀଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହାପୂର୍ବରୁ ଅଗଷ୍ଟ ୪ ତାରିଖରେ ମଧ୍ୟ ଗାଜା ସହରରେ ବିସ୍ଥାପିତଙ୍କ ପାଇଁ ଆଶ୍ରୟସ୍ଥଳ ରୂପେ ବ୍ୟବହାର କରାଯାଉଥିବା ଦୁଇଟି ସ୍କୁଲ ଉପରେ ଇସ୍ରାଏଲ ରକେଟ୍‌ ହମ୍‌ଲା କରିଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story