ପାକିସ୍ତାନ ସ୍ଥିତି ବେହାଲ: ୩ ବର୍ଷରେ ଶୁଝିବାକୁ ପଡ଼ିବ ୭୭ ବିଲିୟନ ଡଲାର

ପାକିସ୍ତାନ ସରକାରଙ୍କୁ ୨୦୨୩ ଏପ୍ରିଲ ମାସରୁ ୨୦୨୬ ଜୁନ ମାସ ମଧ୍ୟରେ ମୋଟ ୭୭ ବିଲିୟନ ଡଲାରର ବିଦେଶୀ ଋଣ ପୈଠ କରିବାକୁ ପଡ଼ିବ।

Pakistan PhotoGeoTV

ପାକିସ୍ତାନରେ ପ୍ରଚଳିତ ନୋଟ୍‌

Hemant Lenka
  • Published: Saturday, 08 April 2023
  • Updated: 08 April 2023, 08:44 AM IST

Sports

Latest News

ପାକିସ୍ତାନର ଖରାପ ଦିନ ଶେଷ ହେବାର ନାଁ ଧରୁନି। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ବେହାଲ ହୋଇଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଆବଶ୍ୟକ ଜିନିଷ ପାଉ ନାହାନ୍ତି। ଏହାକୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପାକିସ୍ତାନ ଏବେ ନୂଆ ସଙ୍କଟରେ ଫସିଛି।

ପାକିସ୍ତାନ ସରକାରଙ୍କୁ ୨୦୨୩ ଏପ୍ରିଲ ମାସରୁ ୨୦୨୬ ଜୁନ ମାସ ମଧ୍ୟରେ ମୋଟ ୭୭ ବିଲିୟନ ଡଲାରର ବିଦେଶୀ ଋଣ ପୈଠ କରିବାକୁ ପଡ଼ିବ। ଚାଇନା ଓ ସାଉଦି ଆରବକୁ ପାକିସ୍ତାନ ଏହି ଋଣ ବାବଦ ଅର୍ଥ ଦେବେ। ଯଦି ପାକିସ୍ତାନ ଏହାକୁ ପୈଠ ନ କରିପାରିବେ, ତା’ହେଲେ ଦେଶକୁ ଦେବାଳିଆ ମଧ୍ୟ ଘୋଷଣା କରାଯାଇ ପାରେ।

ଆମେରିକାର ଗୋଟିଏ ପ୍ରସିଦ୍ଧ ଥିଙ୍କଟ୍ୟାଙ୍କ ପକ୍ଷରୁ ପାକିସ୍ତାନର ଆର୍ଥିକ ସଙ୍କଟକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। ପୂରା ସ୍ଥିତିକୁ ବଶ୍ଲେଷଣ କରିବା ପରେ ୟୁନାଇଟେଡ ଷ୍ଟେଟସ ଇନଷ୍ଟିଚ୍ୟୁଟ ଅଫ ପିସ (ୟୁଏସ୍‌ଆଇପି) ପକ୍ଷରୁ ପାକିସ୍ତାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆକାଶ ଛୁଆଁ ମୁଦ୍ରାସ୍ଫୀତି, ରାଜନୀତିକ ଅସ୍ଥିରତା ଓ ବୃଦ୍ଧି ପାଉଥିବା ଆତଙ୍କବାଦ ଦ୍ୱାରା ପ୍ରଭାବିତ ପାକିସ୍ତାନ ଉପରେ ବିଦେଶୀ ଋଣର ଚାପ ବଢ଼ିବାରେ ଲାଗିଛି।

Also Read

ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ଦେବାଳିଆ ମଧ୍ୟ ଘୋଷିତ ହୋଇପାରେ। ଦେଶ ବଡ଼ଧରଣର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ବିଦେଶୀ ଋଣ ଚାପ, ସ୍ଥାନୀୟ ମୁଦ୍ରା ଦୁର୍ବଳ ହେବା ଓ ବିଦେଶୀ ମୁଦ୍ରା ପାଣ୍ଠି ହ୍ରାସ ପାଇବା ସମସ୍ୟାକୁ ଦୁଇ ଗୁଣ ବଢ଼ାଇ ଦେଇଛି। ୩୫୦ ବିଲିୟନ ଡଲାର ଅର୍ଥନୀତିର ଦେଶ ପାକିସ୍ତାନକୁ ୨୦୨୬ ଜୁନ ମାସ ସୁଦ୍ଧା ୭୭.୫ ବିଲିୟନ ଡଲାରର ଋଣ ପୈଠ କରିବାକୁ ପଡ଼ିବ।

ଏହା ଦେଶ ପାଇଁ ବହୁତ ବଡ଼ ସମସ୍ୟା। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଅର୍ଥ ପୈଠ ନ ହୋଇପାରିବ, ତା’ହେଲେ ପାକିସ୍ତାନ ଦେବାଳିଆ ଘୋଷିତ ହେବ। ଏଥିସହ ଏହାର କୁପ୍ରଭାବ ଦେଶ ଉପରେ ମଧ୍ୟ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଚାଇନା, ଘରୋଇ ଋଣଦାତା ଓ ସାଉଦି ଆରବକୁ ୩ ବର୍ଷ ମଧ୍ୟରେ ପାକିସ୍ତାନ ଏତେ ପରିମାଣର ଋଣ ବାବଦ ଅର୍ଥ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story