Advertisment

ଜାତିସଂଘ ଯୋଗ ଶିବିରରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଶିବିରରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି।

author-image
Manoj Swain

ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଶିବିରରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି। କହିଲେ, ଯୋଗ ମାନେ ଶାନ୍ତି, ଯୋଗ ମାନେ ସ୍ୱାସ୍ଥ୍ୟ, ଯୋଗ ପାଇଁ ସମର୍ଥନ ଜଣାଇ ଥିବାରୁ ସାରା ବିଶ୍ୱକୁ ଧନ୍ୟବାଦ, ଯୋଗ ଭାରତରୁ ଆସିଛି, ଏହା ବହୁ ପୁରୁଣା, ଯୋଗ କପିରାଇଟ ମୁକ୍ତ, ପେଟେଣ୍ଟ ମୁକ୍ତ, ଟିକସ ମୁକ୍ତ। 

Advertisment
USA Narendra Modi