ପ୍ୟାରିସକୁ ଶୁଭୁଛି ଚନ୍ଦ୍ରୟାନ-3ର କାଉଣ୍ଡଡାଉନ’ | Odisha Reporter
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରବାସୀ ଭାରତୀୟଙ୍କ ଠାରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଫ୍ରାନ୍ସର ଜାତୀୟ ଦିବସ ‘ବାଷ୍ଟିଲ ଦିବସ’ ସମାରୋହରେ ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ପ୍ୟାରିସରେ ଫ୍ରାନ୍ସ ଓ ଭାରତର ଅତୁଟ ସଂପର୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
