ମୁଣ୍ଡରେ ବନ୍ଧୁକ ରଖି ଭିଡିଓ କରୁଥିଲେ ରାପର୍; ଗୁଳି ଫୁଟି ଚାଲିଗଲା ଜୀବନ

ମୁଣ୍ଡରେ ବନ୍ଧୁକ ରଖି ଅଭିନୟ କରିବା ବେଳେ ହଠାତ୍ ଟ୍ରିଗରକୁ ଦବାଇ ଦେଇଥିଲେ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 21 May 2024
  • Updated: 21 May 2024, 02:43 PM IST

Sports

Latest News

ସୋଶାଲ ମିଡିଆରେ ରିଲ୍ସ ନିଶା ଜଣେ ନାବଳକଙ୍କ ଜୀବନ ନେଇଯାଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ରିଲ୍ସ କରିବା ସମୟରେ ଭୁଲବଶତଃ ଫୁଟାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। 

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଘଟିଥିବା 17 ବର୍ଷୀୟ ନାବାଳକ ଜଣେ ରାପର୍। ଭର୍ଜିନିଆ ସ୍ଥିତ ତାଙ୍କ ଘରେ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ମୁଣ୍ଡରେ ବନ୍ଧୁକ ରଖି ଅଭିନୟ କରିବା ବେଳେ ହଠାତ୍ ଟ୍ରିଗରକୁ ଦବାଇ ଦେଇଥିଲେ। ଫଳରେ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Also Read

ପୁଲିସ ମୃତ ନାବାଳକାଙ୍କ ନାମ ପ୍ରକାଶ କରିନଥିଲେ ମଧ୍ୟ ସୋଶାଲ ମିଡିଆରେ ପ୍ରସାରିତ ଫୁଟେଜ ଅନୁସାରେ ରାପର୍ ଜଣକ ହେଉଛନ୍ତି ରିଲୋ ହୁଞ୍ଚୋ। 

ରିଲ୍ସ ଓ ସେଲଫି ନେବା ବେଳେ ପ୍ରଥମେ ନିଜ ସୁରକ୍ଷାକୁ ଧ୍ୟାନ ଦେବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କିଛି ପିଲା ଏଥି ପ୍ରତି ଆଦୌ ଖାତିର କରୁନାହାନ୍ତି। ସର୍ବଦା ନିଜ ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍। ନଚେତ୍ ଅକାରଣେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story