ଦିନକ ପାଇଁ ଇମିଗ୍ରେସନ ଅଫିସର ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ

ସେ ଉତ୍ତର ଲଣ୍ଡନର ବ୍ରେଣ୍ଟରେ ଚଢ଼ଉରେ ଥିବା ବେଳେ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଥିବା ନଜରକୁ ଆସିଛି।

Rishi Sunak Turns Immigration Officer PhotoOR

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ

Niranjan Mishra
  • Published: Sunday, 18 June 2023
  • Updated: 18 June 2023, 05:09 PM IST

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିନକ ପାଇଁ ଇମିଗ୍ରେସନ ଅଫିସର ହୋଇଛନ୍ତି। ଏଥିସହ ୟୁକେରେ ଅବୈଧ ଭାବେ ରହୁଥିବା ଲୋକଙ୍କୁ ଧରିବାକୁ ବାହାରିଛନ୍ତି। ଏଠାରେ ପୂରା ଦେଶରେ ଚଢ଼େଉ ଜାରି ରହିଥିବା ବେଳେ ଗୃହ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଚଢ଼ଉରେ ଯୋଗ ଦେଇଛନ୍ତି ୪୩ ବର୍ଷିୟ ସୁନକ। ଯାହାର ଫଟୋ ବାହାରକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।

ସେ ଉତ୍ତର ଲଣ୍ଡନର ବ୍ରେଣ୍ଟରେ ଚଢ଼ଉରେ ଥିବା ବେଳେ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଥିବା ନଜରକୁ ଆସିଛି। ଦେଶ ବ୍ୟାପୀ ଚଢ଼ଉରେ ପ୍ରାୟ ୧୦୫ ଜଣ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତଙ୍କ ଭିତରେ ୨୦ଟି ଦେଶର ଲୋକ ଅଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସୁନକଙ୍କ ଏଭଳି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି।

Also Read

ୟୁକେରେ ଅବୈଧ ଭାବେ ରହୁଥିବା ବେଳେ ଗିରଫ ହୋଇଥିବା ବିଦେଶୀଙ୍କ ଭିତରୁ ୪୦ ଜଣଙ୍କୁ ସ୍ଥାନୀୟ ଗୃହ ବିଭାଗ ଅଫିସ୍ ଇଭିଗ୍ରେସନ ବେଲ୍‌ ଜରିଆରେ ୟୁକେରୁ ତଡ଼ିପାର କରିବାକୁ ପଦକ୍ଷେପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story