ଲ୍ୟାଣ୍ଡିଂ ପରେ ବିମାନରେ ଲାଗିଲା ନିଆଁ, ଥିଲେ ୯୫ ଯାତ୍ରୀ

ବିମାନଟି ରବିବାର ଦିନ ରୁଷର ସୋଚିରୁ ଉଡ଼ାଣ ଭରିଥିଲା।

Plane Catches Fire

ଘଟଣା ବେଳର ଦୃଶ୍ୟ

Madhupriya Mistry
  • Published: Monday, 25 November 2024
  • Updated: 25 November 2024, 12:38 PM IST

Sports

Latest News

ବିମାନ ଲ୍ୟାଣ୍ଡିଂ ବେଳେ ଲାଗିଲା ନିଆଁ। ଇଂଜିନରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣା ବେଳେ ବିମାନ ଭିତରେ ଥିଲେ ୯୫ ଜଣ ଯାତ୍ରୀ। ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ। ଦକ୍ଷିଣ ତୁର୍କୀର ଆଣ୍ଟାଲିଆ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ତୁର୍କୀର ପରିବହନ ମନ୍ତ୍ରଣାଳୟ କହିଛି ଯେ ରୁଷର ବିମାନ କମ୍ପାନୀ 'ଆଜିମୁଥ୍ ଏୟାରଲାଇନ୍ସ' ଦ୍ୱାରା ପରିଚାଳିତ 'ସୁଖୋଇ ସୁପରଜେଟ୍ ୧୦୦' ଶ୍ରେଣୀ ବିମାନଟି ରବିବାର ଦିନ ରୁଷର ସୋଚିରୁ ଉଡ଼ାଣ ଭରିଥିଲା। ଏଥିରେ ୬ ଜଣ କ୍ରୁ ସଦସ୍ୟ ଓ ୮୯ ଜଣ ଯାତ୍ରୀ ଥିଲେ।

Also Read

ତେବେ ସ୍ଥାନୀୟ ସମୟ ରାତି ୯ଟା ୩୪ ମିନିଟ୍‌ରେ ଆଣ୍ଟାଲିଆ ବିମାନ ବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରିଥିଲା। ଏତିକି ବେଳେ ବିମାନ ଇଂଜିନରେ ନିଆଁ ଲାଗିଥିବା ପାଇଲଟ ଦେଖିବାକୁ ପାଇଥିଲେ। ପରେ ବିମାନ ବନ୍ଦର ଉଦ୍ଧାର ଓ ଅଗ୍ନିଶମ ବାହିନୀ ତୁରନ୍ତ ଆସି ନିଆଁ ଲିଭାଇବା ପାଇଁ ଲାଗିପଡିଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତଦନ୍ତ ଜାରି ରହିଛି।

ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରିବହନ ମନ୍ତ୍ରଣାଳୟ କହିଛି ଯେ ବିମାନଟିକୁ ରନୱେରୁ ହଟାଇବା ପାଇଁ ଉଦ୍ୟମ ଚାଲିଛି। ବିମାନ ବନ୍ଦରରେ ବିମାନର ଆଗମନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବାବେଳେ ସାମରିକ ଚାଳିତ ରନୱେରୁ ବିମାନ ଉଡାଣ ଯାତ୍ରା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story