ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଲେ ହସିନା, ଲଣ୍ଡନ ଯିବେ

ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ।

Hasina

ଶେଖ ହସିନା

Hemant Lenka
  • Published: Monday, 05 August 2024
  • Updated: 05 August 2024, 06:24 PM IST

Sports

Latest News

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ିଥିବା ଶେଖ ହାସିନା ଭାରତରେ ପହଞ୍ଚିଛନ୍ତି। ସେ ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଲ୍ୟାଣ୍ଡ କରିଛନ୍ତି।

ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବେ। ସେଠାରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି।

ହସିନା ଭାରତ ଆସୁଥିବାରୁ ଦିଲ୍ଲୀ ଠାରୁ ଆରମ୍ଭ କରି ଗାଜିବାଦ ଏୟାରପୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷାବଳୟ ମଧ୍ୟରେ ସାଧାରଣ ଯାତ୍ରୀଙ୍କୁ ଦିଲ୍ଲୀ ଏୟାରପୋର୍ଟକୁ ଯିବାକୁ ପଡ଼ୁଛି। ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ପହଞ୍ଚିଛନ୍ତି। 

ହିଂସା ଓ ବିଦ୍ରୋହ ଯୋଗୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଥିଲେ। ୭୬ ବର୍ଷୀୟ ହସିନା ଓ ତାଙ୍କ ଭଉଣୀ ମିଲିଟାରୀ ହେଲିକପ୍ଟରରେ ବାଂଲାଦେଶ ଛାଡ଼ି ଭାରତ ମୁହାଁ ହୋଇଥିଲେ। ଉଭୟ ବାଂଲାଦେଶ ଏୟାରଫୋର୍ସର ଲକହିନ ସି-୧୩୦ ହର୍କୁଲେସ ଭାରତ ଆସିଛନ୍ତି। 

Also Read

ପୂର୍ବରୁ କୁହାଯାଉଥିଲା ଯେ ହସିନା ବାଂଲାଦେଶରୁ ସିଧା ପଶ୍ଚିମବଙ୍ଗ ଯିବେ। ସେଠାରେ ସେ ରାଜନୀତିକ ଆଶ୍ରୟ ମାଗିବେ। କିନ୍ତୁ ଏୟାରଲାଇନର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗକୁ ହେଲିକପ୍ଟରଟି ବାଇପାସ କରି ସିଧା ଗାଜିଆବାଦରେ ପହଞ୍ଚିଛନ୍ତି। 

୨୦୦୯ରୁ ବାଂଲାଦେଶକୁ ଶାସନ କରୁଥିବା ହସିନା ସରରକାର ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗତ ମାସରୁ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ନାଁରେ ଦେଶରେ ଅରାଜକତା ବୃଦ୍ଧି ପାଇଥିଲା। ଗୋଟିଏ ସପ୍ତାହକୁ ଅଧିକ ଦିନ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ଏଥିରେ ବିରାମ ଲାଗିଥିଲା।

କିନ୍ତୁ ରବିବାର ଦେଶର ବିଭିନ୍ନ ସ୍ଥାନରେ ହସିନାଙ୍କ ଇସ୍ତଫା ଦାବିରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି।

ସ୍ଥିତି ଆଜି ଆହୁରି ଭୟଙ୍କର ହୋଇଥିଲା। ବିକ୍ଷୋଭକାରୀମାନେ ହସନାଙ୍କ ବାସଭବନରେ ଧସେଇ ପଶିବା ସହ ସେଠାରେ ଲୁଟପାଟ କରିଛନ୍ତି। ସେଠାରେ ଥିବା ଖାଦ୍ୟକୁ ବିକ୍ଷୋଭକାରୀ ଖାଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଦେଶର ଗୃହମନ୍ତ୍ରୀଙ୍କ ଘରେ ମଧ୍ୟ ଭଙ୍ଗାରୁଜା ହୋଇଛି। ପ୍ରଧାନମନ୍ତ୍ରୀ ପ୍ୟାଲେସ ଭିତରେ ବିକ୍ଷୋଭକାରୀ ପଶିବା ପରେ ଫଟୋ ଉଠାଇ ମଉଜ କରିଛନ୍ତି।

ବିକ୍ଷୋଭ ବଢ଼ୁଥିବାରୁ ହସିନାଙ୍କୁ ତାଙ୍କ ସୁରକ୍ଷାଦାତା ତୁରନ୍ତ ଦେଶ ଛାଡ଼ିବାକୁ କହିଥିଲେ। ଏପରି ନିର୍ଦ୍ଦେଶ ପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି।

ତଥାପି ଦେଶରେ ଏଯାଏ ହିଂସା କମିନି। ସ୍ଥିତି ଏପରି ହୋଇଛି ଯେ ବାଂଲାଦେଶ ସ୍ୱାଧୀନତାର ହିରୋ ତଥା ହସନାଙ୍କ ବାପା ଶେଖ ମୁଜିବୁର ରହମନଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ବିକ୍ଷୋଭକାରୀ ଭାଙ୍ଗି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story