ପେଟ ଯନ୍ତ୍ରଣା ପାଇଁ ହସ୍ପିଟାଲ ଯାଇଥିଲେ ୧୮ ବର୍ଷୀୟ ଯୁବତୀ, ଛୁଆକୁ ଧରି ଘରକୁ ଫେରିଲେ

ଯୁବତୀ ଜଣଙ୍କ ପେଟରେ ଗର୍ଭ ଧାରଣ କରିଥିଲେ ମଧ୍ୟ ଏକଥା କେହି ବି ଜାଣି ପାରି ନଥିଲେ। ପୁତ୍ର ସନ୍ତାନ ଜନ୍ମ ହେବା ପରେ ହିଁ ଯୁବତୀ ଜଣଙ୍କ ସେ ମା’ ହୋଇଥିବା ଅନୁଭବ କରିଛନ୍ତି।

US

representational image

Hemant Lenka
  • Published: Tuesday, 02 January 2024
  • Updated: 02 January 2024, 07:47 PM IST

Sports

Latest News

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୧୮ ବର୍ଷୀୟ ଯୁବତୀ ପେଟରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଇଥିଲେ। କିନ୍ତୁ ସେଠାରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ଲେବର ରୁମରେ ତାଙ୍କର ପ୍ରସବ ମଧ୍ୟ କରାଯାଇଛି। ସେ ପୁତ୍ର ସନ୍ତାନକୁ ଧରି ହସ୍ପିଟାଲରୁ ଫେରିଛନ୍ତି।

Also Read

୧୮ ବର୍ଷ ବୟସରେ ମା’ ହୋଇଥିବା ଯୁବତୀ ଜଣଙ୍କ ହେଲେ ଆମେରିକାର ଲାରେନ ଡନ ନେଲସନ। ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଭାବୁଥିଲେ ଯେ ବର୍ଷକ ତଳେ ସେ ଭାଇରସ ସଂସ୍ପର୍ଶରେ ଆସିଥିବାରୁ ଏବେ ସେହି କାରଣ ପାଇଁ ପେଟରେ ଯନ୍ତ୍ରଣା ହେଉଛି। ସେ ଡାକ୍ତରଙ୍କ ପରାମର୍ଶ ପାଇଁ ଯାଇଥିଲେ।

ତେବେ ସେଠାରେ ଡାକ୍ତର ତାଙ୍କୁ ଗର୍ଭବତୀ ଥିବା କହିବା ସହ ସେ ମା’ ହେବାକୁ ଯାଉଥିବା ସୂଚନା ଦେଇଥିଲେ। ପ୍ରସବ ପରେ ସେ ଘଣ୍ଟାକ ମଧ୍ୟରେ ସିଲାସ ନାମକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ନେଲସନ କହିଛନ୍ତି, “ମୁଁ ଗୋଟିଏ କଥା ମନେ ରଖିଛି ଯେ ନର୍ସ ମୋ ଆଡ଼କୁ ଅନାଇ ଥିଲେ ଓ ମୁଁ ଗର୍ଭବତୀ ଥିବା କହିଥିଲେ। ମୋତେ ଲେବର ରୁମରେ ରଖାଯାଇଥିବା ଜଣାଇଥିଲେ। ମୁଁ ପୂରା ସ୍ତବ୍ଧ ହୋଇଯାଇଥିଲି। ମୁଁ ଭାବି ପାରୁ ନଥିଲି କ’ଣ କରିବି। ମୁଁ ହସିବା ସହ କାନ୍ଦିବାକୁ ଲାଗିଥିଲି।”

ଏହି ଆଶ୍ଚର୍ଯ୍ୟଜନକ ଖବର ପୂର୍ବରୁ ନେଲସନ ସ୍ୱାଭାବିକ କିଶୋରୀ ଜୀବନ ବିତାଉଥିଲେ। ସେ ହାଇସ୍କୁଲରୁ ଡିଗ୍ରୀ ହାସଲ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା। ସେ ଜନ୍ମ ଦିନ ପାଳନ ମଧ୍ୟ କରିଥିଲେ। ଏସବୁ ଭିତରେ ସେ ଗର୍ଭବତୀ ଥିବା କେବେ ହେଲେ ଅନୁଭବ କରି ନଥିଲେ।

ନେଲସନ କହିଛନ୍ତି, “ମୋ ସାଙ୍ଗମାନେ ମୋତେ ହସ୍ପିଟାଲ ନେଇଥିଲେ। ଏହି ସମୟରେ ଜଣେ ନର୍ସ ମୋର ପ୍ରେଗନେନ୍ସି ଟେଷ୍ଟ କରାଇଥିଲେ। ଆମେ ସମସ୍ତେ ଅପେକ୍ଷା କକ୍ଷରେ ବସି ରହିଥିଲୁ। ପରୀକ୍ଷା ରିପୋର୍ଟ ଧରି ବେଶ କିଛି ସମୟ ପରେ ନର୍ସ ଜଣଙ୍କ ଆସିଥିଲେ।

ସେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ଓ ମୋ ସାଙ୍ଗମାନଙ୍କୁ ହ୍ୱିଲଚେୟାର ଆଣିବାକୁ କହିଥିଲେ। ହ୍ୱିଲ ଚେୟାରରେ ମୋତେ ବସିବାକୁ କୁହାଯାଇଥିଲା। ମୁଁ ଭାବୁଥିଲି କ’ଣ ହେଲା? କାରଣ ମୋର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା।

ମୋତେ ଲେବର ରୁମକୁ ନିଆ ଯାଇଥିଲା। ସେଠାରେ ମୋତର ପୁତ୍ର ସନ୍ତାନ ହୋଇଥିଲା। ମୁଁ ତାକୁ ଚାହିଁବାରୁ ସେ ବେଶ ସୁସ୍ଥ ଥିଲା। ତା’ ନାଁ ସିଲାସ ରଖାଯାଇଛି। ପୂରା ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ସିଲାସ। ସେ ପୂରା ସୁସ୍ଥ ରହିଛି।”

ତେବେ ସେ କେମିତି ଗର୍ଭବତୀ ହେଲେ ସେକଥା ଜଣାପଡ଼ିନି। ଏବେ ସେ ସ୍ୱାଭାବିକ ଜୀବନ କାଟୁଛନ୍ତି। ଡାକ୍ତରଙ୍କ କହିବା କଥା ଏହା କ୍ରିପଟିକ ପ୍ରେଗନେନ୍ସି। ଏପରି ସ୍ଥିତିରେ ଶେଷ ସମୟ ଯାଏ ଜଣେ ମହିଳା ଗର୍ଭବତୀ ବୋଲି ଜାଣି ପାରନ୍ତି ନାହିଁ। ୪୭୫ ଗର୍ଭବତୀଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖାଯାଏ। ୨୦ ସପ୍ତାହ ଯାଏ ସେମାନେ ଗର୍ଭବତୀ ଥିବା ଅନୁଭବ କରିପାରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story