Advertisment

ମଝି ଆକାଶରେ ୨ ହେଲିକପ୍ଟର ଧକ୍କା; ୧୦ ମୃତ

ନୌସେନା ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା...

author-image
Debibandita Barick
ଅଦ୍ୟତନ ହୋଇଛି
Helicopter Crash Spot Image

Helicopter Crash Spot Image

ମାଲେସିଆରେ ହେଲିକପ୍ଟର ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲୁମୁଟ ନାଭାଲ ବେସ୍‌ ଅଞ୍ଚଳରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ଅଭ୍ୟାସ କରୁଥିଲେ। ଏହି ସମୟରେ ଲୁମୁଟ ନାଭାଲ ବେସର ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଏଥିରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।  

Advertisment
Malaysia Helicopter Crash Helicopter Crash Navy Helicopters Collide