Advertisment

ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ , ଡ୍ରାଇଭର ଗିରଫ

ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।

Accident

Accident

Advertisment

ଭାରସାମ୍ୟ ହରାଇ ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ । ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ଗତକାଲି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ହ୍ୱାଇଟ୍‌ ହାଉସ ଫାଟକରେ ପିଟି ହେଲା। ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ଗିରଫ କଲା ପୁଲିସ । ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଗତ ମାସରେ ବାଇଡେନଙ୍କ କାର୍‌କେଡ ସହ ଏକ କାର୍‌ ଧକ୍କା ହୋଇଥିଲା। ଉକ୍ତ ସମୟରେ କାର୍‌ ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଥିଲା।

Advertisment
Road Accident White House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe