Advertisment

ମୃତ୍ୟୁ ପରେ ଶୁଣିପାରେ ଶବ !

ମୃତ୍ୟୁ ପରେ ବି ଜୀବନ ଥାଏ ! ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଜୀବିତ ରହେ, ଚତୁର୍ପାଶ୍ୱରେ ଯାହା ଘଟେ ଶୁଣେ, କହେ ଏବଂ ଦେଖିପାରେ ମଧ୍ୟ।

author-image
Manoj Swain

ମୃତ୍ୟ କେତେ ରହସ୍ୟମୟ ଆଉ ଏହି ନିରାଟ ସତ୍ୟକୁ ଗ୍ରହଣ କରିବା କେତେ କଷ୍ଟକର! ମନ ମଧ୍ୟରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରେ। ବାସ୍ତବରେ ମଣିଷଟେ ମରିଗଲେ କଣ ହୁଏ, ତା' ଆତ୍ମା କୁଆଡ଼େ ଯାଏ, ଶରୀରର କ’ଣ ହୁଏ? ଏପରି ନାନା ବିଷ୍ମୟକର ପ୍ରଶ୍ନ ମନକୁ ଆସେ। ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ ଯାହା କହିଛନ୍ତି, ତାହା ଆଶର୍ଯ୍ୟ କରିଦେବ। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଜୀବିତ ରହେ, ଚତୁର୍ପାଶ୍ୱରେ ଯାହା ଘଟେ ଶୁଣେ, କହେ ଏବଂ ଦେଖିପାରେ ମଧ୍ୟ। 

Advertisment
Research On Death Life Exists After Death