Donald Trump AND Elon Musk AI Image
Advertisment
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730805972.jpg)
1/7
ମୋଦିଙ୍କ ନିର୍ବଚନୀ ପ୍ରଚାର ଭଳି ଟ୍ରମ୍ପଙ୍କ କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି । ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ପାଖରେ ଯେମିତି ଯୋଗୀ ଛିଡ଼ା ହୋଇଥିଲେ, ଠିକ୍ ସେମିତି ଟ୍ରମ୍ପଙ୍କ ପାଖରେ ଗେରୁଆ ବସ୍ତ୍ର ପିନ୍ଧି ଏଲନ୍ ମସ୍କ ଛିଡ଼ା ହୋଇଥିବା ଫଟୋ ଦେଖିବାକୁ ମିଳିଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730806793.jpg)
2/7
ଓଡ଼ିଆ ରାଜନେତା ଭଳି ଡୋନାଲ୍ଡ ଟ୍ରମ୍ପ କଲେ ପ୍ରଚାର । ତଳେ ବେସିଲେ, ପତ୍ର ଠୁଙ୍ଗାରେ ଖାଇଲେ । ପାଖରେ ଥିଲେ ଏଲନ୍ ମସ୍କ ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730807237.jpg)
3/7
ଭାରତୀୟ ଷ୍ଟାଇଲ୍ରେ କମଲା ହାରିସ୍ ଓ ବାରାକ ଓବାମା କଲେ ପ୍ରଚାର !
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730809561.jpg)
4/7
କମଲା ହାରିସଙ୍କ ଏଭଳି କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730809731.jpg)
5/7
ଟ୍ରମ୍ପଙ୍କ ଏଭଳି କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730809879.jpg)
6/7
ମୋଦିଙ୍କ ନିର୍ବଚନୀ ପ୍ରଚାର ଭଳି ଟ୍ରମ୍ପଙ୍କ କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1730810102.jpg)
7/7
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us