ମଝି ଆକାଶରେ ଉଡ଼ିଗଲା ଫ୍ଲାଇଟ ଡୋର୍ | Odisha Reporter
Advertisment
ମଝି ଆକାଶରେ ଛିଣ୍ଡିଗଲା ବିମାନର ଗେଟ୍। ଉଡିଗଲା ଝରକା। ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ। ଶୁକ୍ରବାର ଦିନ 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି ଏଭଳି କିଛି ଘଟଣା। ଫଳରେ ବିମାନଟିକୁ ଆମେରିକାର ଓରେଗନ୍ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us