କୋଟା ପାଇଁ ଜଳୁଛି ଦେଶ | Odisha Reporter
ବାଂଲାଦେଶକୁ ଶାସନ କରୁଥିବା ହସିନା ସରରକାର ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗତ ମାସରୁ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ନାଁରେ ଦେଶରେ ଅରାଜକତା ବୃଦ୍ଧି ପାଇଥିଲା। ତେବେ ୧୯୭୧ ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
