ହସ୍ପିଟାଲରେ ଦ୍ୱିତୀୟ ଭଗବାନଙ୍କ ଆକୁଳ ନିବେଦନ: ବଞ୍ଚାଇ ଦିଅ ୫୫ ଶିଶୁଙ୍କ ଜୀବନ

ହସ୍ପିଟାଲରେ ତେଲ ଓ ଜରୁରୀ ମେଡିସିନର ଅଭାବ ସେମାନଙ୍କୁ ବଚଳିତ କରିଛି।

Gaza

ହସ୍ପିଟାଲ ଭିତରର ଦୃଶ୍ୟ

Hemant Lenka
  • Published: Monday, 23 October 2023
  • Updated: 23 October 2023, 08:57 PM IST

Sports

Latest News

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ଅଧିକାଂଶ ଅଞ୍ଚଳ ଛିନଛତ୍ର ହୋଇ ଯାଇଛି। ଗାଜାକୁ ନିଜର ଗଡ଼ ଭାବେ ବ୍ୟବହାର କରୁଥିବା ହମାସ ଆତଙ୍କବାଦୀଙ୍କ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗି ପଡ଼ିଛି। ଉଭୟ ଆକାଶ ପଥ ଓ ସ୍ଥଳ ପଥରେ ଇସ୍ରାଏଲ ସେନା ଅପରେସନ ଜାରି ରଖିଛନ୍ତି। ଏଥିପାଇଁ ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ଏସବୁ ଭିତରେ ଗାଜାର ନେଓନିତାଲ ଇଣ୍ଟେନସିଭ କେୟାର ୟୁନିଟର ଡାକ୍ତରମାନେ ପୂରା ବିଶ୍ୱକୁ ଆକୁଳ ନିବେଦନ କରିଛନ୍ତି। ହସ୍ପିଟାଲରେ ତେଲ ଓ ଜରୁରୀ ମେଡିସିନର ଅଭାବ ସେମାନଙ୍କୁ ବଚଳିତ କରିଛି। ଯଦି ସେମାନଙ୍କ ଇନକ୍ୟୁବଟର୍ସଗୁଡ଼ିକ ତେଲ ଅଭାବରୁ ବନ୍ଦ ହୋଇଯିବ, ତା’ହେଲେ କିଛି ମିନିଟ ମଧ୍ୟରେ ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ ବୋଲି ସେମାନେ କହିଛନ୍ତି।

Also Read

ଅଲ ଶିଫା ହସ୍ପିଟାଲର ଡାକ୍ତର ନସୀର ବୁଲବୁଲ କହିଛନ୍ତି, “କ୍ରିଟିକାଲ ବିଭାଗ ପାଇଁ ଜରୁରୀ ମେଡିସିନ ଆବଶ୍ୟକ। ଜରୁରୀ ମେଡିସିନ ପଠାଇବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ।

ଯଦି ମେଡିସିନ ନ ମିଳିବ, ତା’ହେଲେ ଆମେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବୁ। ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଗଲେ, ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ। କାରଣ ସେମାନଙ୍କୁ ୫ ମିନିଟ ମଧ୍ୟରେ ବିଜୁଳି ମିଳିବା ଦରକାର। ନଚେତ ସେମାନେ ସବୁ ଦିନ ପାଇଁ ଆଖି ବୁଜି ଦେବେ।”

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ କିଦ୍ରାଙ୍କ କହିବା କଥା ଯେ ଇଲେକ୍ଟ୍ରିକ ଇନକ୍ୟୁବର୍ସରେ ୧୩୩ ଜଣ ନବଜାତ ରହିଛନ୍ତି। ହସ୍ପିଟାଲଗୁଡ଼ିକରେ ଥିବା ଜେନେରେଟର୍ସଗୁଡ଼ିକରେ ତେଲ ଶେଷ ହେବାକୁ ଲାଗିଲାଣି। ବିଶେଷ କରି ଗାଜାର ସବୁ ଠାରୁ ବଡ଼ ହସ୍ପିଟାଲ ଶିଫାରେ ଥିବା ଜେନେରେଟର ଟାଙ୍କିରେ ତେଲ ଆଉ ମାତ୍ର ସ୍ୱଳ୍ପ ପରିମାଣର ରହିଛି।

ଜୀବନ ରକ୍ଷା କରି ଉପକରଣଗୁଡ଼ିକ ପାଇଁ ତେଲ ସୁଇଜକୁ ଖୋଲା ରଖାଯାଇଛି। କିନ୍ତୁ ସେଗୁଡ଼ିକ କେତେ ସମୟ ଚାଲିବ, ସେକଥା କାହାକୁ ଜଣା ନାହିଁ। ଆମେ ପୂରା ବିଶ୍ୱକୁ ତେଲ ଯୋଗାଇ ଦେବାକୁ ନିବେଦନ କରୁଛି। ହସ୍ପିଟାଲଗୁଡ଼ିକରେ ଜୀବନ ରକ୍ଷା ପାଇଁ ଆମେ ଆମର ସରକାର ଓ ଘରୋଇ ପେଟ୍ରୋଲ ଷ୍ଟେସନଗୁଡ଼ିକ ଯଥା ସମ୍ଭବ ତେଲ ଯୋଗାଣ ପାଇଁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story