ବିଜେଡି ବିଧାୟକ କହୁଛନ୍ତି ବିଜେପିରେ ଶାନ୍ତି ଅଛି | Odisha Reporter
ପାଖେଇ ଆସୁଛି ନିର୍ବାଚନ। ଆଶା ଆଶଙ୍କାରେ ନେତା। ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ବିଜେପି କହୁଛି। ଲୋକେ ବର୍ତ୍ତମାନ ସରକାରକୁ ଆଉ ପସନ୍ଦ କରୁନାହାନ୍ତି। ସେମାନେ ସରକାର ବଦଳାଇ ଦେବାକୁ ଚାହୁଁଛନ୍ତି। ବିଜେଡି ବିଧାୟକମାନେ କହୁଛନ୍ତି, ବିଜେପିରେ ଶାନ୍ତି ଅଛି। ସେମାନଙ୍କ ପାଖରେ ସ୍ବାଧୀନତା ନାହିଁ। ଆମ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ଆଲୋଚନା କରି କିଛି ଏଭଳି କହିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
