‘ଓଡ଼ିଶାରେ 80ରୁ ଅଧିକ ସିଟ୍ ଜିତିବ ବିଜେପି’ | Odisha Reporter
ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ। ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ କାର୍ଯ୍ୟକାରୀ ପାଇଁ ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତା। ଓଡ଼ିଶାରେ ବିଜେପିର ବିଜୟ ସମ୍ଭାବନା ଅଧିକ ରହିଛି । ଏଠାରେ ୮୦ ବିଧାନସଭା ଓ ୧୬ଟି ଲୋକସଭା ଆସନ ଜିତିବ ବିଜେପି । ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ରାଜ୍ୟ ବିଜେପିର ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
