'ଓଡ଼ିଶାରେ ୮୦ ବିଧାନସଭା ଆସନ ଜିତିବ ବିଜେପି'

  • Published: Monday, 01 January 2024
  • , Updated: 01 January 2024, 01:45 PM IST

ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ। ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ କାର୍ଯ୍ୟକାରୀ ପାଇଁ ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତା। ଓଡ଼ିଶାରେ ବିଜେପିର ବିଜୟ ସମ୍ଭାବନା ଅଧିକ ରହିଛି । ଏଠାରେ ୮୦ ବିଧାନସଭା ଓ ୧୬ଟି ଲୋକସଭା ଆସନ ଜିତିବ ବିଜେପି । ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ରାଜ୍ୟ ବିଜେପିର ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story