Advertisment

'ମୁଁ ନବୀନଙ୍କ ସାନଭାଇ'

ଦୁଃଖରେ ଅଛନ୍ତି ବିଜୁବାବୁଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ। ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ବି ସେ ଚାଲିବା କଷ୍ଟକର ହୋଇପଡୁଛି। ଦିଲ୍ଲୀପ ଅବିବାହିତ। ତାଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି।

ଅଦ୍ୟତନ ହୋଇଛି
Advertisment

ବଡ଼ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ନବୀନଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। ଶରୀର ଅସୁସ୍ଥ ହେଲେ ଚିକିତ୍ସା ପାଇଁ ନାହିଁ ପାଖରେ ଆର୍ଥିକ ସମ୍ୱଳ। ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଲାଣି। ସେହିପରି ସେ ରହୁଥିବା ଆନନ୍ଦ ଭବନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢ଼ିଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଏ ସବୁକୁ ନେଇ ଆମେ ଅଧିକ ଆଲୋଚନା କରିଥିଲୁ ନବୀନଙ୍କ ବଡ଼ବାପାଙ୍କ ପୁଅ ତଥା ବିଜୁବାବୁଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକଙ୍କ ସହ।

Advertisment
Odisha Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe