\'ବିଜୁଙ୍କ ମୁହଁକୁ ଫାଇଲ୍ ଫିଙ୍ଗିଥିଲି\'| Odisha Reporter
ନରସିଂହ ବାବୁ କାହିଁକି ବିଜୁ ବାବୁଙ୍କ ମୁହଁକୁ ଫିଙ୍ଗିଥିଲେ ଫାଇଲ୍ ? ଫାଇଲ୍ ଫିଙ୍ଗିବା ପରେ ନରସିଂହଙ୍କୁ କେମିତି ଜବାବ ଦେଲେ ବିଜୁ ବାବୁ ? ଲୋକେ ଯଦି ବାଧ୍ୟ କରନ୍ତି, ତେବେ ନରସିଂହ ବାବୁ ନିର୍ବାଚନ ଲଢ଼ିବେ ନା ନାହିଁ ? କେଉଁ ଦଳରୁ ନିର୍ବାଚନ ଲଢ଼ିବେ ନରସିଂହ ମିଶ୍ରଙ୍କ ପୁଅ ? ଏ ନେଇ ଆମର ସ୍ବତନ୍ତ୍ର ଆଲୋଚନାରେ ମନଖୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
