Advertisment

କଂଗ୍ରେସରେ କାହିଁକି ମିଶିଲେ ମନୋଜ ମିଶ୍ର ?

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।

author-image
Manoj Swain

ଅଭିନେତା ମନୋଜ ମିଶ୍ର ଶନିବାର ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । କଂଗ୍ରେସରେ କାହିଁକି ସେ ମିଶିଲେ ? ରାଜନୀତିକୁ ଆସିବା ପରେ ଏବେ ତାଙ୍କର ଆଗାମୀ କାର୍ଯ୍ୟ କ'ଣ ରହିବ? ରାଜନୀତିରେ ଥାଇ ଆଉ ଅଭିନୟ କରିବେ କି ନାହିଁ ? ସ୍ୱତନ୍ତ୍ର ସାକ୍ଷାତକାରରେ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି  ମନୋଜ ମିଶ୍ର । ଶୁଣନ୍ତୁ ତାଙ୍କ ମୁହଁରୁ ସେ କଣ କହୁଛନ୍ତି। 

Advertisment
Congress Manoj Mishra Odisha