Advertisment

କଂଗ୍ରେସରେ କାହିଁକି ମିଶିଲେ ମନୋଜ ମିଶ୍ର ?

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।

Advertisment

ଅଭିନେତା ମନୋଜ ମିଶ୍ର ଶନିବାର ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । କଂଗ୍ରେସରେ କାହିଁକି ସେ ମିଶିଲେ ? ରାଜନୀତିକୁ ଆସିବା ପରେ ଏବେ ତାଙ୍କର ଆଗାମୀ କାର୍ଯ୍ୟ କ'ଣ ରହିବ? ରାଜନୀତିରେ ଥାଇ ଆଉ ଅଭିନୟ କରିବେ କି ନାହିଁ ? ସ୍ୱତନ୍ତ୍ର ସାକ୍ଷାତକାରରେ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି  ମନୋଜ ମିଶ୍ର । ଶୁଣନ୍ତୁ ତାଙ୍କ ମୁହଁରୁ ସେ କଣ କହୁଛନ୍ତି। 

Advertisment
Odisha Congress Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe