Podcast With Senior Politician Amar Satapathy | Exclusive Interview With Amar Satapathy | OR
ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ। କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ? କିଏ କରିଥିଲା ସର୍ଭେ ? କିଏ ବୁଡ଼ାଇଦେଲା ବିଜେଡି ? ପାଣ୍ଡିଆନଙ୍କ ନାଁ ନେଲେନି ହେଲେ ସବୁ କହିଦେଲେ ବିଜେଡିର ଗୁମର କଥା। ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ? କାହା ଇସାରାରେ ବର୍ଷାଙ୍କୁ ମିଳିଲା ଟିକେଟ ? ଏବେ ହାରିବା ପରେ ବିଜେଡିର ବରିଷ୍ଠ ନେତାମାନେ କି ବୈଠକ କରିଛନ୍ତି ? ଏମିତି କିଛି ଭିତିରି କଥା କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
