Advertisment

ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ: କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ?

ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ?

Advertisment

ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ। କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ? କିଏ କରିଥିଲା ସର୍ଭେ ? କିଏ ବୁଡ଼ାଇଦେଲା ବିଜେଡି ? ପାଣ୍ଡିଆନଙ୍କ ନାଁ ନେଲେନି ହେଲେ ସବୁ କହିଦେଲେ ବିଜେଡିର ଗୁମର କଥା। ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ? କାହା ଇସାରାରେ ବର୍ଷାଙ୍କୁ ମିଳିଲା ଟିକେଟ ? ଏବେ ହାରିବା ପରେ ବିଜେଡିର ବରିଷ୍ଠ ନେତାମାନେ କି ବୈଠକ କରିଛନ୍ତି ? ଏମିତି କିଛି ଭିତିରି କଥା କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ।

Advertisment
Vk Pandian Amar Prasad Satpathy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe