ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହନ୍ତ, ଏବେ ବିଜେଡି ଛାଡ଼ି ଏକ ନାଟକୀୟ ଘଟଣାକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି। ପୁଣି ବିଜେପିରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ମମତା ବିଜେଡି ଛାଡ଼ିବା ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। କିଏ କହୁଛି ଟଙ୍କା ନେଇ ବିକ୍ରି ହୋଇଗଲେ ମମତା ମହନ୍ତ। ଆଉ କିଏ କହୁଛି, ମମତା ଧୋକ୍କା ଦେଲେ କୁଡମି ସମ୍ପ୍ରଦାୟକୁ । ଆମକୁ ଏକ ସାକ୍ଷାତକାର ଦେଇ ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’