Advertisment

ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା

ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିବା ମମତା ମହନ୍ତ ପୁଣି ଲଢ଼ୁଛନ୍ତି ରାଜ୍ୟସଭା ନିର୍ବାଚନ।

Advertisment

ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହନ୍ତ, ଏବେ ବିଜେଡି ଛାଡ଼ି ଏକ ନାଟକୀୟ ଘଟଣାକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି। ପୁଣି ବିଜେପିରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ମମତା ବିଜେଡି ଛାଡ଼ିବା ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। କିଏ କହୁଛି ଟଙ୍କା ନେଇ ବିକ୍ରି ହୋଇଗଲେ ମମତା ମହନ୍ତ। ଆଉ କିଏ କହୁଛି, ମମତା ଧୋକ୍କା ଦେଲେ କୁଡମି ସମ୍ପ୍ରଦାୟକୁ । ଆମକୁ ଏକ ସାକ୍ଷାତକାର ଦେଇ ମମତା ଖୋଲିଛନ୍ତି ବିଜେଡିର ଅନେକ ଗୁମର କଥା।

Advertisment
Vk Pandian Mamata Mohanta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe