ରତ୍ନ ଭଣ୍ଡାର ଭିତରେ ଘଟିଥିଲା ଅଲୌକିକ ଘଟଣା। ବାହାରେ ଭୀଷଣ ଗରମ ହେଉଥିଲା, କିନ୍ତୁ ଦୀର୍ଘ ୧୦ ଘଣ୍ଟା ଭିତରେ କାହା ଦେହରୁ ଟିକିଏ ବି ଝାଳ ବାହାରିନଥିଲା କି କେହି ରୁମାଲ ବ୍ୟବହାର କରିନଥିଲେ। ଏମିତି କି, ପାଣି କିମ୍ବା ଖାଦ୍ୟ ଗ୍ରହଣ କରିନଥିଲେ। ସିନ୍ଦୁକରେ ଚିକ୍ ଚିକ୍ କରୁଥିଲା ଅଳଙ୍କାର। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ୧୦ ଘଣ୍ଟାର ଅନୁଭୂତି ବଖାଣିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’