ସିନ୍ଦୁକରେ ଚିକ୍ ଚିକ୍ କରୁଥିଲା ସୁନା, ରୁପା, ହୀରା | Exclusive Interview With Justice Biswanath Rath । OR
Advertisment
ରତ୍ନ ଭଣ୍ଡାର ଭିତରେ ଘଟିଥିଲା ଅଲୌକିକ ଘଟଣା। ବାହାରେ ଭୀଷଣ ଗରମ ହେଉଥିଲା, କିନ୍ତୁ ଦୀର୍ଘ ୧୦ ଘଣ୍ଟା ଭିତରେ କାହା ଦେହରୁ ଟିକିଏ ବି ଝାଳ ବାହାରିନଥିଲା କି କେହି ରୁମାଲ ବ୍ୟବହାର କରିନଥିଲେ। ଏମିତି କି, ପାଣି କିମ୍ବା ଖାଦ୍ୟ ଗ୍ରହଣ କରିନଥିଲେ। ସିନ୍ଦୁକରେ ଚିକ୍ ଚିକ୍ କରୁଥିଲା ଅଳଙ୍କାର। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ୧୦ ଘଣ୍ଟାର ଅନୁଭୂତି ବଖାଣିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us