Advertisment

ନବୀନଙ୍କୁ ହରାଇଥିବା ଲକ୍ଷ୍ମଣ ବାଗ୍‌ଙ୍କ ସହିତ ସାକ୍ଷାତକାର

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଅଧିକ ଭୋଟ୍‌ରେ ହରାଇ ଚର୍ଚ୍ଚାରେ ଅଛନ୍ତି ଲକ୍ଷ୍ମଣ ବାଗ୍‌।

author-image
Jitendra Garnayak

କିଏ ଏହି ଲକ୍ଷ୍ମଣ ବାଗ୍ ? ଯିଏ ନବୀନଙ୍କ ବିଜୟରେ ଲଗାଇଲେ ବିରାମ। ଅପରାଜେୟ ନବୀନଙ୍କଠୁ ଛଡ଼ାଇ ନେଲେ ଟ୍ୟାଗ। ଆଉ ନିଜେ ପିନ୍ଧିଲେ ୨୪ ନିର୍ବାଚନର ଜନାଦେଶ ବିଜୟ ମୁକୁଟ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଲକ୍ଷ୍ମଣ ବାଗ୍ କହିଛନ୍ତି, ଗୋଟେ ପଟେ ଟଙ୍କା ଓ ବାହୁବଳର ବ୍ୟବହାର ଅନ୍ୟପଟେ ଲୋକଙ୍କ ସମର୍ଥନ। ଏମିତିକି ଲୋକମାନେ ବିଜେଡିଠୁ ଟଙ୍କା ନେଇ ମୋତେ ଭୋଟ୍ ଦେଲେ ବୋଲି କହିଛନ୍ତି ଲକ୍ଷ୍ମଣ। 

Advertisment
Naveen Patnaik Laxman Bag