କ’ଣ କ’ଣ ରହିଛି ରତ୍ନ ଭଣ୍ଡାରରେ? ରତ୍ନ ଭଣ୍ଡାରରେ ରହିଛି କେତେ ଖଣ୍ଡ କଳିଙ୍ଗ ହୀରା? କେଉଁ ରାଜାଙ୍କ ମୁକୁଟ ଅଛି? କେତେ ସୁନା ଗହଣା ଅଛି? ହୀରା ଲୀଳା ମୋତି ମାଣିକରେ ଭରି ରହିଛି କି ବାକ୍ସ ସବୁ ? କାହିଁକି ରାଜା ମହାରାଜାମାନେ ରାଜ୍ୟ ଜୟ ପରେ ଆଣିଥିବା ଧନ ସମ୍ପତ୍ତିକୁ ନିଜ ରାଜ ଉଆସରେ ନ ରଖି ମନ୍ଦିରରେ ରଖୁଥିଲେ? ରାଜାମାନେ କେମିତି ସବୁକିଛି ତ୍ୟାଗ କରି ରତ୍ନ ଭଣ୍ଡାର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା କରିଛନ୍ତି? ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର।