Advertisment

‘କଳିଙ୍ଗ ହୀରା ସାରା ପୃଥିବୀରେ ପ୍ରସିଦ୍ଧ ଥିଲା’

କାହିଁକି ରାଜା ମହାରାଜାମାନେ ରାଜ୍ୟ ଜୟ ପରେ ଆଣିଥିବା ଧନ ସମ୍ପତ୍ତିକୁ ନିଜ ରାଜ ଉଆସରେ ନ ରଖି ମନ୍ଦିରରେ ରଖୁଥିଲେ?

Advertisment

କ’ଣ କ’ଣ ରହିଛି ରତ୍ନ ଭଣ୍ଡାରରେ? ରତ୍ନ ଭଣ୍ଡାରରେ ରହିଛି କେତେ ଖଣ୍ଡ କଳିଙ୍ଗ ହୀରା? କେଉଁ ରାଜାଙ୍କ ମୁକୁଟ ଅଛି? କେତେ ସୁନା ଗହଣା ଅଛି? ହୀରା ଲୀଳା ମୋତି ମାଣିକରେ ଭରି ରହିଛି କି ବାକ୍ସ ସବୁ ?  କାହିଁକି ରାଜା ମହାରାଜାମାନେ ରାଜ୍ୟ ଜୟ ପରେ ଆଣିଥିବା ଧନ ସମ୍ପତ୍ତିକୁ ନିଜ ରାଜ ଉଆସରେ ନ ରଖି ମନ୍ଦିରରେ ରଖୁଥିଲେ? ରାଜାମାନେ କେମିତି ସବୁକିଛି ତ୍ୟାଗ କରି ରତ୍ନ ଭଣ୍ଡାର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା କରିଛନ୍ତି? ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର। 

Advertisment
Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe