‘ରେଜଲଟ୍ ଶୁଣି ମାଆଙ୍କ କଥା ମନେ ପଡ଼ିଲା’|Animesh Pradhan Reaction After Achieving Rank 2 In Civil Services
କେନ୍ଦ୍ର ଲୋକସେବା ଆୟୋଗ(UPSC) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୩ ଫଳ ପ୍ରକାଶ ପାଇଛି। କମାଲ୍ କଲେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ତାଳଚେରର ଅନିମେଶ ବନିଲେ ଦ୍ୱିତୀୟ IAS ଟପ୍ପର। ବିନା କୌଣସି କୋଚିଂରେ ପ୍ରଥମ ପ୍ରୟାସରେ ପାଇଲେ ବଡ଼ ସଫଳତା। ଏହି ସଫଳତା ପାଇବା ପାଇଁ ଅନିମେଶ ଯେଉଁ ତ୍ୟାଗ ଓ ସଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଆଙ୍କର କ୍ୟାନ୍ସର ଟ୍ରିଟମେଣ୍ଟ ଭିତରେ ସମୟ ବାହାର କରି ପାଠ ପଢ଼ିବା ଏବଂ ରେଜଲ୍ଟ ବାହାରିବାର ଠିକ୍ ଗୋଟେ ମାସ ପୂର୍ବରୁ ମାଆଙ୍କ ଦେହାନ୍ତ ତାଙ୍କ ପାଇଁ ସବୁଠୁ କଠିନ ସମୟ ଥିଲା। ଶୁଣନ୍ତୁ ତାଙ୍କ ମୁହଁରୁ ତାଙ୍କ ସଫଳତା ପଛର ସଂଘର୍ଷର କାହାଣୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us