ରୋକିପାରିଲେନି ଛାତିର ଯନ୍ତ୍ରଣା । EXCLUSIVE DISCUSSION । ASHA Workers Speak Their Stories Of Struggle।
Advertisment
ସଚିବଙ୍କ ସହ ଆଲୋଚନା ହେଲା । ପ୍ରତିଶ୍ରୁତି ମିଳିଲା । ଆଉ ଏଥର ଯଦି ଭଣ୍ଡେଇଦିଅନ୍ତି ସରକାର, ତେବେ ପୁରା ଦୋହଲେଇଦେବୁ । ବିଧାନସଭା ଅଚଳ କରିଦେବୁ । ଓଡିଶା ରିପୋର୍ଟରର ଖଟି ‘ ମଜଲିସ ’ ରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଶାକର୍ମୀ । ଏହାସହ ସେମାନଙ୍କର ଦୁଃଖକୁ ବଖାଣିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us