\'ବୁନୁଙ୍କ ପାଇଁ ମୋ ଘରେ ବୋମାମାଡ଼ ହୋଇଥିଲା\' | Odisha Reporter
ଟିକେଟକୁ ନେଇ ବିଜେଡିରେ ଅଛନ୍ତି ଅନେକ ଆଶାୟୀ । ଗତ କିଛି ଦିନ ହେଲା ଏହାକୁ ନେଇ କସରତ ମଧ୍ୟ ଆରମ୍ଭ ହୋଇଯାଇଛି । ଗୋଟେ ଗୋଟେ ଆସନ ପାଇଁ 3ରୁ 4 ଆଶାୟୀ ଅଛନ୍ତି । ଭୁବନେଶ୍ୱର ମଧ୍ୟ ଆସନରେ ବର୍ତ୍ତମାନ ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାହାରିଛନ୍ତି ଅନେକ ଆଶାୟୀ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି କର୍ପୋରେଟର ଅମରେଶ ଜେନା। ଅମରେଶ କାହିଁକି ପ୍ରାର୍ଥୀ ହେବାକୁ ମନୋବଳାଇଲେ ଏବଂ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ହେବ? ସ୍ୱତନ୍ତ୍ର ସାକ୍ଷାତକାରରେ ସେସମ୍ପର୍କରେ ସବୁକିଛି କହିଛନ୍ତି...ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
