Advertisment

'ବୁନୁଙ୍କ ପାଇଁ ମୋ ଘରେ ବୋମାମାଡ଼ ହୋଇଥିଲା'

ଟିକେଟକୁ ନେଇ ବିଜେଡିରେ ଅଛନ୍ତି ଅନେକ ଆଶାୟୀ । ଗତ କିଛି ଦିନ ହେଲା ଏହାକୁ ନେଇ କସରତ ମଧ୍ୟ ଆରମ୍ଭ ହୋଇଯାଇଛି ।

Advertisment

ଟିକେଟକୁ ନେଇ ବିଜେଡିରେ ଅଛନ୍ତି ଅନେକ ଆଶାୟୀ । ଗତ କିଛି ଦିନ ହେଲା ଏହାକୁ ନେଇ କସରତ ମଧ୍ୟ ଆରମ୍ଭ ହୋଇଯାଇଛି । ଗୋଟେ ଗୋଟେ ଆସନ ପାଇଁ 3ରୁ 4 ଆଶାୟୀ ଅଛନ୍ତି । ଭୁବନେଶ୍ୱର ମଧ୍ୟ ଆସନରେ ବର୍ତ୍ତମାନ ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାହାରିଛନ୍ତି ଅନେକ ଆଶାୟୀ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି କର୍ପୋରେଟର ଅମରେଶ ଜେନା। ଅମରେଶ କାହିଁକି ପ୍ରାର୍ଥୀ ହେବାକୁ ମନୋବଳାଇଲେ ଏବଂ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ହେବ? ସ୍ୱତନ୍ତ୍ର ସାକ୍ଷାତକାରରେ ସେସମ୍ପର୍କରେ ସବୁକିଛି କହିଛନ୍ତି...ଶୁଣନ୍ତୁ।

Advertisment
Odisha Bhubaneswar BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe