'ଭବିଷ୍ୟତକୁ ଦେଖି ବିଜେପିର ମେଣ୍ଟ'

କ’ଣ ହେବ ବିଜେଡି-ବିଜେପିର ମେଣ୍ଟ ଭବିଷ୍ୟତ ? କାହିଁକି ହେଉଛି ବିଜେଡି-ବିଜେପି ମେଣ୍ଟ ?

Manoj Swain
  • Published: Friday, 08 March 2024
  • Updated: 08 March 2024, 12:59 PM IST

କ’ଣ ହେବ ବିଜେଡି-ବିଜେପିର ମେଣ୍ଟ ଭବିଷ୍ୟତ ? କାହିଁକି ହେଉଛି ବିଜେଡି-ବିଜେପି ମେଣ୍ଟ ? ମେଣ୍ଟ ହେଲେ କାହାର ହେବ ଫାଇଦା ? ମେଣ୍ଟ ପାଇଁ କିଏ ଅଛି ଅଧିକ ଇଚ୍ଛୁକ ? କେତେ ଫାଇଦା ନେବ ବିଜେପି ? କ’ଣ ହେବ ବିଜେଡିର ଭାଗ୍ୟ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos