Advertisment

ବିଜେପି କ’ଣ ସରକାର ଗଠନ କରିପାରିବ ?

ବିଜେପି ଓ ବିଜେଡି ମଧ୍ୟରେ ସଂପର୍କ ଆଗକୁ କେମିତି ରହିବ?

Advertisment

ବିଜେପି ଓ ବିଜେଡି ମଧ୍ୟରେ ସଂପର୍କ ଆଗକୁ କେମିତି ରହିବ? ଫ୍ରେଣ୍ଡଲି ମ୍ୟାଚ ହେବ ନା ଲଢ଼େଇ ଘମାଘୋଟ ହେବ। ବିଜେପି କ’ଣ ସରକାର ଗଠନ କରିପାରିବ। ନା କଂଗ୍ରେସ, ବିଜେପି ଓ ବିଜେଡିର ମଧୁର ସଂପର୍କର ଫାଇଦା ନେଇ ରାଇଜ୍ କରିଯିବ? ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଅନେକ ପ୍ରଶ୍ନ ତିଆରି କରୁଛି। ଆଗାମୀ ନିର୍ବାଚନକୁ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe