ନିର୍ବାଚନ ପାଇଁ ହେଉଛି ରଣନୀତି ପ୍ରସ୍ତୁତି। ଆଗାମୀ ନିର୍ବାଚନ କେମିତି ଲଢ଼ିବ ବିଜେପି ? ବିଜେଡି ସହିତ ବିଜେପିର କ’ଣ ରହିବ ସଂପର୍କ ? ଅନ୍ୟ ଦଳର ନେତା ଯୋଗଦେବେ କି ବିଜେପିରେ ? ଦୁଇ ଦିନ ଧରି ହୋଇଥିବା ବୈଠକରୁ କ’ଣ ବାହାରିଲା ନିର୍ଯ୍ୟାସ ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ରାମ ମନ୍ଦିର ପ୍ରକଳ୍ପ ନେଇ କ’ଣ ରହିଛି ଦଳର ଆଭିମୁଖ୍ୟ। ଏନେଇ ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ଏମିତି କହିଛନ୍ତି ରାଜ୍ୟ ବିଜେପିର ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପ୍ରଦୀପ କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା
କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ?

Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।

Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’